ଅବେଧ୍ୟ Abedhya
- ସଂ. ବିଣ. (ଅ+ବିଧ ଧାତୁ+କର୍ମ. ଯ) — ବିଦ୍ଧ ହେବାର ଅଯୋଗ୍ୟ — Not capable of being pierced
- ସଂ. ବିଣ. (ଅ+ବିଧ ଧାତୁ+କର୍ମ. ଯ) — (ଜ୍ୟୋତିଷ) ବିବାହାଦି ନିଷେଧକ ଗ୍ରହସଂସ୍ଥାନର ଅଯୋଗ୍ୟ — (astrology) Unfit through the conjunction of inauspicious planets for a social ceremony