ଅବେଣ୍ଟିଆ Abeṇṭiā

  • ଦେ. ବିଣ — ଯେଉଁ ବ୍ୟକ୍ତିର ମୁଣ୍ଡରେ ଖିଅର ହେବା ପରେ ବେଣ୍ଟି ରଖାଯାଇ ନ ଥାଏ — Having no fringe or border of hair on the skull left after shaving