ଅବେଣିବଦ୍ଧ Abeṇibaddha

  • ସଂ. ବିଣ (ଅ+ବେଣିବଦ୍ଧ) — ଯାହା ବେଣି ବନ୍ଧା ହୋଇ ନାହିଁ (କେଶ) — Not plaited (hair)
  • ସଂ. ବିଣ (ଅ+ବେଣିବଦ୍ଧ) — ଅଲୁଳାୟତ — Dishevelled (hair)