ଅବେକ୍ଷକ Abekshaka

  • ସଂ. ବିଣ. ପୁଂ. (ଅବ+ଇକ୍ଷ ଧାତୁ+କର୍ତ୍ତୃ+. ଅକ) — ପରିଦର୍ଶକ — Inspecting
  • ସଂ. ବିଣ. ପୁଂ. (ଅବ+ଇକ୍ଷ ଧାତୁ+କର୍ତ୍ତୃ+. ଅକ) — ତତ୍ତ୍ୱବଧାରକ; ଜାଞ୍ଚ୍ ପ୍ରତାଳ କଲାବାଲା; ତନଖିବା (ବ୍ୟକ୍ତି) — Supervising; checking
  • ସଂ. ବିଣ. ପୁଂ. (ଅବ+ଇକ୍ଷ ଧାତୁ+କର୍ତ୍ତୃ+. ଅକ) — ପର୍ଯ୍ୟବେକ୍ଷଣକାରୀ — Observing minutely
  • ସଂ. ବିଣ. ପୁଂ. (ଅବ+ଇକ୍ଷ ଧାତୁ+କର୍ତ୍ତୃ+. ଅକ) — ପରୀକ୍ଷାକାରୀ — 5. Examining
  • ସଂ. ବିଣ. ପୁଂ. (ଅବ+ଇକ୍ଷ ଧାତୁ+କର୍ତ୍ତୃ+. ଅକ) — ତଦାରଖ ବା ତଦନ୍ତ କଲାବାଲା — Investigating
  • ସଂ. ବିଣ. ପୁଂ. (ଅବ+ଇକ୍ଷ ଧାତୁ+କର୍ତ୍ତୃ+. ଅକ) — ବିବେଚନାକାରୀ — Considering; talking into consideration
  • ସଂ. ବିଣ. ପୁଂ. (ଅବ+ଇକ୍ଷ ଧାତୁ+କର୍ତ୍ତୃ+. ଅକ) — ଅନାଉଥିବା — Looking at; beholding
  • ସଂ. ବି. ପୁଂ — ପରିଦର୍ଶନକାରୀ କର୍ମଚାରୀ — Inspector
  • ସଂ. ବି. ପୁଂ — ତଦାରଖ କରିବା ବ୍ୟକ୍ତି — Investigator
  • ସଂ. ବି. ପୁଂ — ତନଖିବା ବ୍ୟକ୍ତି — Supervisor
  • ସଂ. ବି. ପୁଂ — ପରୀକ୍ଷକ ବ୍ୟକ୍ତି — Examiner
  • ସଂ. ବି. ପୁଂ — ତନ୍ନତନ୍ନ କରି ନିରେଖିବା ଲୋକ; ପର୍ଯ୍ୟବେକ୍ଷକ — Observer