ଅବୃତ୍ତି Abṛutti

  • ସଂ. ବି. (ଅ+ବୃତ୍ତି) — ଅବିସ୍ତୃତି — Non-extension
  • ସଂ. ବି. (ଅ+ବୃତ୍ତି) — ଜୀବିକାର ଅଭାବ — Absence of livelihood or occupation
  • ସଂ. ବି. (ଅ+ବୃତ୍ତି) — ବେକାର୍ ଅବସ୍ଥା — Unemployment
  • ସଂ. ବି. (ଅ+ବୃତ୍ତି) — ନୀଚ ବୃତ୍ତ; ଅଧମ ବ୍ୟବସାୟ — Mean or low occupation
  • ସଂ. ବି. (ଅ+ବୃତ୍ତି) — ଅଯଥେଷ୍ଟ ସାହାଯ୍ୟ — Inadequate support (M.W.)
  • ସଂ. ବିଣ — ଜୀବିକାହୀନ (ବ୍ୟକ୍ତି); ବେକାର୍ — Having no occupation; unemployed
  • ସଂ. ବିଣ — ଘଟୁ ନ ଥିବା — 2. Not occuring (M.W.)