ଅବୁଦ୍ଧି Auddhi

  • ସଂ. ବି. (ଅ+ବୁଦ୍ଧି) — ମନ୍ଦବୁଦ୍ଧି; ଦୁର୍ବୁଦ୍ଧି — Bad idea; evil thought
  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି) — ନିର୍ବୁଦ୍ଧିଆ; ନିର୍ବୋଧ — Foolish; stupid