ଅବୁଦ୍ଧିଆ Abuddhiā

  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅବୁଦ୍ଧି) — ନିର୍ବୁଦ୍ଧିଆ; ନିର୍ବୋଧ — Foolish; stupid
  • ଦେ. ବିଣ. ପୁଂ. ଓ ସ୍ତ୍ରୀ. (ସଂ. ଅବୁଦ୍ଧି) — ଯାହାର ବୁଦ୍ଧି ବୃତ୍ତି ତୀକ୍ଷ୍ଣ ନୁହେ — Not intelligent