ଅବୁଝାମଣା Abujhāmaṇā

  • ଦେ. ବି. (ସଂ. ଅ+ଓ. ବୁଝାମଣା) — ଅବିଚାର; ଅନ୍ୟାୟ ବିଚାର — Injustice
  • ଦେ. ବି. (ସଂ. ଅ+ଓ. ବୁଝାମଣା) — ଜିଦିଖୋର୍ — Obstinacy; obduracy
  • ଦେ. ବି. (ସଂ. ଅ+ଓ. ବୁଝାମଣା) — ଭଲ ମନ୍ଦ ବିବେଚନାର ଅଭାବ — Absence of discrimination;
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅବିଚାରକ — Unjust
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅବିବେଚକ — Indiscriminate; Inconsiderate
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଜିଦିଖୋର୍ — Obstinate
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେ ଯୁକ୍ତି ଶୁଣେ ନାହିଁ — Not listening to reason or argument
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅଯୌକ୍ତିକ (ବିଷୟ) — Unreasonable
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଯେଉଁ ରାଜ୍ୟ ବା ସ୍ଥାନ ବା ଦେଶରେ ଅବିଚାର ହୁଏ — (a place) Where there is no justice