ଅବୀରୋଚିତ Abīrochita

  • ସଂ. ବିଣ. (ଅ+ବୀରୋଚିତ) — ବୀରର ଅଯୋଗ୍ୟ ବା ଅକରଣୀୟ (କର୍ମ); ଯେଉଁ କର୍ମ କରିବା ବୀର— ପକ୍ଷରେ ଅଶୋଭନୀୟ — (act) Not worthy of or befitting a hero