ଅବିହିତ Abihita

  • ସଂ. ବିଣ (ଅ+ବିହିତ) — ଅନୁଚିତ — Improper
  • ସଂ. ବିଣ (ଅ+ବିହିତ) — ଅଶାସ୍ତ୍ରୀୟ — Not approved by the precepts of religious books
  • ସଂ. ବିଣ (ଅ+ବିହିତ) — ବିଧିବହିର୍ଭୂତ; ନିୟମବିରୁଦ୍ଧ — Against rule
  • ସଂ. ବିଣ (ଅ+ବିହିତ) — ଅସଙ୍ଗତ — Inconsistent
  • ସଂ. ବିଣ (ଅ+ବିହିତ) — ଅପ୍ରାସଙ୍ଗିକ — Irrelevant
  • ସଂ. ବିଣ (ଅ+ବିହିତ) — ନିଷିଦ୍ଧ — Prohibited
  • ସଂ. ବିଣ (ଅ+ବିହିତ) — ପ୍ରଥାର ବିରୁଦ୍ଧ — Against custom
  • ସଂ. ବିଣ (ଅ+ବିହିତ) — ଅସମ୍ପାଦିତ — Not accomplished
  • ସଂ. ବିଣ (ଅ+ବିହିତ) — ଅକୃତ — Undone
  • ସଂ. ବିଣ (ଅ+ବିହିତ) — ବେଆଇନ୍ — Illegal