ଅବିଶ୍ୱାସୀ Abiṡwāsī

  • ସଂ. ବିଣ. ପୁଂ. (ଅ+ବିଶ୍ୱାସିନ୍; 1 ମା. 1 ବ.) — ଯାହାର କାହା ପ୍ରତି ବିଶ୍ୱାସ ବା ଆସ୍ଥା ନାହିଁ — Unbelieving
  • ସଂ. ବିଣ. ପୁଂ. (ଅ+ବିଶ୍ୱାସିନ୍; 1 ମା. 1 ବ.) — ସନ୍ଦେହଯୁକ୍ତ — Sceptical
  • ସଂ. ବିଣ. ପୁଂ. (ଅ+ବିଶ୍ୱାସିନ୍; 1 ମା. 1 ବ.) — ଯାହାକୁ କେହି ବିଶ୍ୱାସ କରନ୍ତି ନାହିଁ — Untrustworthy
  • ସଂ. ବିଣ. ପୁଂ. (ଅ+ବିଶ୍ୱାସିନ୍; 1 ମା. 1 ବ.) — ବିଶ୍ୱାସଘାତକ — Faithless