ଅବିଶ୍ୱସ୍ତ Abiṡwata

  • ସଂ. ବିଣ. (ଅ+ବିଶ୍ୱସ୍ତ) — ଯାହାକୁ ବିଶ୍ୱାସ କରାଯାଇ ନାହିଁ — Not trusted
  • ସଂ. ବିଣ. (ଅ+ବିଶ୍ୱସ୍ତ) — ବିଶ୍ୱାସଘାତକ — Faithless