ଅବିଶ୍ରାନ୍ତ Abiṡrānta

  • ସଂ. ବିଣ. (ଅ+ବିଶ୍ରାନ୍ତ) — ଶାନ୍ତିରହିତ; କ୍ଲାନ୍ତିରହିତ; ଅକ୍ଳାନ୍ତ — Fireless; unwearied
  • ସଂ. ବିଣ. (ଅ+ବିଶ୍ରାନ୍ତ) — ଅନବରତ — Constant
  • ସଂ. ବିଣ. (ଅ+ବିଶ୍ରାନ୍ତ) — ଅବିରାମ; ଅବିରତ; ଅଜସ୍ର — Incessant
  • ସଂ. ବିଣ. (ଅ+ବିଶ୍ରାନ୍ତ) — ନିବୃତ୍ତରହିତ — Unceasing