ଅବିଶୁଦ୍ଧ Abiṡuddha
- ସଂ. ବିଣ. (ଅ+ବିଶୁଦ୍ଧ) — ଯାହା ବିଶୁଦ୍ଧ ନୁହେଁ; ଯାହା ଖାଣ୍ଟି ବା ନିରୋଳା ନୁହେଁ। — Impure
- ସଂ. ବିଣ. (ଅ+ବିଶୁଦ୍ଧ) — ମିଶ୍ରିତ — Adulterated
- ସଂ. ବିଣ. (ଅ+ବିଶୁଦ୍ଧ) — ଦୋଷଦୁଷ୍ଟ — Faulty
- ସଂ. ବିଣ. (ଅ+ବିଶୁଦ୍ଧ) — ଅଶୁଦ୍ଧ; ଅପବିତ୍ର — Unclean
- ସଂ. ବିଣ. (ଅ+ବିଶୁଦ୍ଧ) — ଭ୍ରାନ୍ତିଯୁକ୍ତ — Full of error; erroneous
- ସଂ. ବିଣ. (ଅ+ବିଶୁଦ୍ଧ) — ଅଶାସ୍ତ୍ରୀୟ — Not approved by law
- ସଂ. ବିଣ. (ଅ+ବିଶୁଦ୍ଧ) — ଆଚାରବିରୁଦ୍ଧ — Not conformable to usage