ଅବିଶଙ୍କା Abiṡaṅkā
- ସଂ. ବିଣ. ସ୍ତ୍ରୀ. (ଅବିଶଙ୍କ+ଆ) — ଅବିଶଙ୍କର ସ୍ତ୍ରୀଲିଙ୍ଗ — Feminine of Abiṡaṅka
- ସଂ. ବି (ଅ+ବିଶଙ୍କା) — ଶଙ୍କା ବା ଭୟର ଅଭାବ — Want of fear
- ସଂ. ବି (ଅ+ବିଶଙ୍କା) — ଦୁର୍ଭାବନାର ଅଭାବ — Absence of anxiety
- ସଂ. ବି (ଅ+ବିଶଙ୍କା) — ବିଶ୍ୱାସ — Confidence
- ସଂ. ବି (ଅ+ବିଶଙ୍କା) — ସନ୍ଦେହର ଅଭାବ — Absence of suspicion