ଅବିଳମ୍ବେ Abiḻambe

  • ଦେ. କ୍ରି. ବିଣ (ସଂ. ଅବିଳମ୍ବ) — ଅନତିବିଳମ୍ବେ; ତ୍ୱରିତ; ବିଳମ୍ବ ନ କରି — Without delay; sharp; swiftly
  • ଦେ. କ୍ରି. ବିଣ (ସଂ. ଅବିଳମ୍ବ) — ତତ୍କ୍ଷଣାତ୍ — At once