ଅବିବକ୍ଷିତ Abibakshita

  • ସଂ. ବିଣ (ଅ+ବି+ବଚ ଧାତୁ+ଇଚ୍ଛାର୍ଥ. ସନ୍+କର୍ମ. ତ) — ଯାହା କହିବାକୁ ଇଚ୍ଛା ନ ଥାଏ — Not intended to be spoken
  • ସଂ. ବିଣ (ଅ+ବି+ବଚ ଧାତୁ+ଇଚ୍ଛାର୍ଥ. ସନ୍+କର୍ମ. ତ) — ଅନଭିପ୍ରେତ — Not intended
  • ସଂ. ବିଣ (ଅ+ବି+ବଚ ଧାତୁ+ଇଚ୍ଛାର୍ଥ. ସନ୍+କର୍ମ. ତ) — ଅନୁପଲକ୍ଷିତ; ତାତ୍ପର୍ଯ୍ୟ ଦ୍ୱାରା ଅନୁପଲବ୍ଧ — Not implied; not signified