ଅବିପ୍ଳୁତବ୍ରହ୍ମଚର୍ୟ୍ୟ Abipḻutabrahmacharj̄ya
- ସଂ. ବିଣ. ପୁଂ. (ବହୁବ୍ରୀହି; ଅବିପ୍ଳୁତ+ ବ୍ରହ୍ମଚର୍ଯ୍ୟ) — ଯେଉଁ ବ୍ୟକ୍ତି ବ୍ରହ୍ମଚର୍ଯ୍ୟ ବ୍ରତରୁ ଆଦୌ ସ୍ଖଳିତ ବା ଭ୍ରଷ୍ଟ ହୋଇ ନାହିଁ; ଯେ ଆଦୌ ବୀର୍ଯ୍ୟପାତ କରି ନାହିଁ — (a person) Who has never deviated from the vow of continence