ଅବିପ୍ରିୟ Abipriya

  • ସଂ. ବିଣ. (ଅ=ନୁହେ+ବିପ୍ରିୟ=ଅପ୍ରିୟ) — ଯାହା ବିରକ୍ତିକର ନୁହେ; ଆନନ୍ଦଜନକ — Pleasant; Pleasing; not unpleasant
  • ସଂ. ବିଣ. (ଅ=ନୁହେ+ବିପ୍ରିୟ=ଅପ୍ରିୟ) — ଅପ୍ରତିକୂଳ; ଅନୁକୂଳ — Favourable; propitious
  • ସଂ. ବିଣ. (ଅ=ନୁହେ+ବିପ୍ରିୟ=ଅପ୍ରିୟ) — ଇଷ୍ଟ; ପ୍ରିୟ — Dear; beloved
  • ସଂ. ବିଣ. (ଅ=ନୁହେ+ବିପ୍ରିୟ=ଅପ୍ରିୟ) — ଯାହାକୁ ପାଇବାକୁ ମନୁଷ୍ୟ ଇଚ୍ଛାକରେ — Coveted; wished for
  • ସଂ. ବିଣ. (ଅ=ନୁହେ+ବିପ୍ରିୟ=ଅପ୍ରିୟ) — ଅନବଜ୍ଞାତ — Not slight; not disregarded
  • ସଂ. ବି ( 6 ଷ୍ଠୀ ତତ୍; ଅବି=ମେଷର+ପ୍ରିୟ) — ଶ୍ୟାମାକ ତୃଣ, ଶୁଆଁ — A kind of grass