ଅବିଧ୍ୱଂସୀ Abidhwaṁsī
- ସଂ. ବିଣ (ଅ+ବିଧ୍ୱଂସିନ୍; 1 ମା. 1 ବ) — ଅବିନାଶୀ; ଯାହା ବିନାଶ ପାଏ ନାହିଁ — Indestructible; imperishable
- ସଂ. ବିଣ (ଅ+ବିଧ୍ୱଂସିନ୍; 1 ମା. 1 ବ) — ଚିରସ୍ଥାୟୀ — Permanent
- ସଂ. ବିଣ (ଅ+ବିଧ୍ୱଂସିନ୍; 1 ମା. 1 ବ) — ଅସରନ୍ତି; ଅକ୍ଷୟ — Inexhaustible
- ସଂ. ବିଣ (ଅ+ବିଧ୍ୱଂସିନ୍; 1 ମା. 1 ବ) — ଅମର — Immortal; deathless