ଅବିତୃଷ୍ଣ Abitṛushṇa
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+ବିତୃଷ୍ଣା; ଯାହାର) — ତୃଷ୍ଣାଯୁକ୍ତ; ସତୃଷ୍ଣ — Thirsty
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+ବିତୃଷ୍ଣା; ଯାହାର) — ସାଭିଳାଷ — Hankering
- ସଂ. ବିଣ. ପୁଂ. (ବହୁବ୍ରୀହି; ଅ=ନାହିଁ+ବିତୃଷ୍ଣା; ଯାହାର) — ପ୍ରବୃତ୍ତ — Engaged in