ଅବିଚ୍ଛିନ୍ନ Abichchhinna

  • ସଂ. ବିଣ. (ଅ+ବିଚ୍ଛିନ୍ନ) — ଅବିରାମ — Constant; uninterrupted
  • ସଂ. ବିଣ. (ଅ+ବିଚ୍ଛିନ୍ନ) — ଧାରାବାହିକ — Continuous; successive
  • ସଂ. ବିଣ. (ଅ+ବିଚ୍ଛିନ୍ନ) — ଛିନ୍ନ ହୋଇ ନ ଥିବା — Unsevered
  • ସଂ. ବିଣ. (ଅ+ବିଚ୍ଛିନ୍ନ) — ପୃଥକ କରାଯାଇ ନ ଥିବା — Not separated
  • ସଂ. ବିଣ. (ଅ+ବିଚ୍ଛିନ୍ନ) — ଅତୁଟ — Unbroken