ଅବିଚାରକ Abichāraka
- ସଂ. ବିଣ. ପୁଂ (ଅ+ବିଚାରକ) — ନ୍ୟାୟାନ୍ୟାୟବିଚାରହୀନ — Indiscriminate; inconsiderate
- ସଂ. ବିଣ. ପୁଂ (ଅ+ବିଚାରକ) — ଅତ୍ୟାଚାରୀ — Oppressive
- ସଂ. ବିଣ. ପୁଂ (ଅ+ବିଚାରକ) — ଅନ୍ୟାୟ ବିଚାରକାରୀ — Unjust
- ସଂ. ବିଣ. ପୁଂ (ଅ+ବିଚାରକ) — ଅବୁଝା — Obstinate; stubborn