ଅବିକ୍ରେୟ Abikreya

  • ସଂ. ବିଣ. (ଅ+ବିକ୍ରେୟ) — ଯାହାକୁ ବିକ୍ରି କରାଯାଇ ନ ପାରେ — Unsalable
  • ସଂ. ବିଣ. (ଅ+ବିକ୍ରେୟ) — ଯାହା ବିକ୍ରୟ ପାଇଁ ଅଭିପ୍ରେତ ନୁହେ — Not intended to be sold