ଅବିକୃତି Abikṛuti

  • ସଂ. ବି. (ଅ+ବିକୃତି=ବିକାର) — ଅପରିବର୍ତ୍ତିତ ଅବସ୍ଥା — Unchanged condition
  • ସଂ. ବି. (ଅ+ବିକୃତି=ବିକାର) — ରୋଗହୀନତା — Freedom from disease
  • ସଂ. ବି. (ଅ+ବିକୃତି=ବିକାର) — (ସାଙ୍ଖ୍ୟ ଦର୍ଶନ) ସତ୍ୱ, ରଜ ଓ ତମ ଗୁଣମାନଙ୍କର ସମୀକରଣ ବା ସମତା — (Sāṅkhya philosophy) Equipollence or equilibrium of all passions or feelings