ଅବିକଳ୍ପ Abikaḻpa

  • ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ବିକଳ୍ପ) — ଯାହାର ବିକଳ୍ପ ବା ଅନ୍ୟ ରୂପ ନାହିଁ — Having no alternative; not optional
  • ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ବିକଳ୍ପ) — ନିଃସନ୍ଦେହ — Doubtless
  • ସଂ. ବିଣ. (ବହୁବ୍ରୀହି; ଅ=ନାହିଁ+ବିକଳ୍ପ) — ନିଶ୍ଚିତ — Certain