ଅବିକତ୍ଥନ Abikatthana

  • ସଂ. ବିଣ. ପୁଂ. (ଅ=ନାହିଁ+ବିକତ୍ଥନ=ଆତ୍ମଶ୍ଳାଘା ଯାହାର) — ଆତ୍ମଶ୍ଳାଘାରହିତ — Not boastful
  • ସଂ. ବିଣ. ପୁଂ. (ଅ=ନାହିଁ+ବିକତ୍ଥନ=ଆତ୍ମଶ୍ଳାଘା ଯାହାର) — ନିରହଙ୍କାର — Free from pride