ଅବାଡ଼ଜ୍ୟୋତି Abāṟḍ̠jyoti

  • ଗ୍ରା. ବିଣ — ଶୂନ୍ୟ ଭଜନ କରିବା ବ୍ୟକ୍ତିମାନେ ସାଧନ କରିବା ଜ୍ୟୋତି — An invisible light which mystics strive to see
  • ଗ୍ରା. ବିଣ — ଛାୟା ଅବାଡ଼ଜ୍ୟୋତି କରନ୍ତି ସାଧନ—ପ୍ରାଚୀ. ଗୁରୁଭକ୍ତିଗୀତା।