ଅବାସ୍ତବ Abāstaba

  • ସଂ. ବିଣ (ଅ+ବାସ୍ତବ) — ଅପ୍ରକୃତ — Not genuine; unreal; not actual
  • ସଂ. ବିଣ (ଅ+ବାସ୍ତବ) — ଅମୂଳକ — Having no foundation
  • ସଂ. ବିଣ (ଅ+ବାସ୍ତବ) — ଅସତ୍ୟ — Not true
  • ସଂ. ବିଣ (ଅ+ବାସ୍ତବ) — ଅଯଥାର୍ଥ — Not correct
  • ସଂ. ବିଣ (ଅ+ବାସ୍ତବ) — କାଳ୍ପନିକ — Imaginary
  • ସଂ. ବିଣ (ଅ+ବାସ୍ତବ) — ଭ୍ରମାତ୍ମକ — Mistaken
  • ସଂ. ବିଣ (ଅ+ବାସ୍ତବ) — ଅଯୌକ୍ତିକ — Unreasonable
  • ସଂ. ବିଣ (ଅ+ବାସ୍ତବ) — (ଅ+ବସ୍ତୁ+ଅ)—ଅବସ୍ତୁସମ୍ବନ୍ଧୀୟ — Relating to non-entity