ଅବାସା Abāsā

  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି; ଅ+ବାସସ୍ 1 ମ। 1 ବ.) — ବସ୍ତ୍ରହୀନ — Unclothed
  • ସଂ. ବିଣ. ପୁଂ ଓ ସ୍ତ୍ରୀ (ବହୁବ୍ରୀହି; ଅ+ବାସସ୍ 1 ମ। 1 ବ.) — ନଗ୍ନ — Nacked
  • ସଂ. ବି. ପୁଂ — ବୁଦ୍ଧଦେବ — A name of the Buddha