ଅବାଣି Abāṇi

  • ଦେ. ବିଣ — ଯେଉଁ ବ୍ୟକ୍ତି ବାଣି ବା ସୂତା କାଟିବାରେ ଅଭ୍ୟସ୍ତ ନୁହେ — (a person) Not accustomed to spinning thread
  • ଦେ. ବିଣ — ଅବାଣି କାଟଇ ଝୋଟ, ଠାଏ ସରୁ ଠାଏ ମୋଟ—ଢଗ।
  • ଦେ. ବିଣ — ଯେଉଁ ବାଛୁରି ଠାରେ ବାଣି ବା ତାତିଲା ଲୁହାର ଦାଗ ଦିଆ ଯାଇ ନାହିଁ — (a calf) Which has not been marked or seared with hot iron