ଅବାଙ୍ମୁଖ Abāṅmukha

  • ସଂ. ବିଣ. ପୁଂ (ବହୁବ୍ରୀହି; ଅବାକ=ନିମ୍ନକୁ; ଦକ୍ଷିଣକୁ+ ମୁଖ) — ଅଧୋମୁଖ — With the head drooping
  • ସଂ. ବିଣ. ପୁଂ (ବହୁବ୍ରୀହି; ଅବାକ=ନିମ୍ନକୁ; ଦକ୍ଷିଣକୁ+ ମୁଖ) — ଦକ୍ଷିଣଆଡ଼କୁ ମୁହଁ ବୁଲାଇଥିବା — Facing south