ଅବାକ୍ଶିରାଃ Abākṡirāḥ
- ସଂ. ବିଣ. (ବହୁବ୍ରୀହି; ଅବାକ୍=ତଳକୁ+ଶିରସ=ମୁଣ୍ଡ, —ଅବାକ୍ ଶିରସ୍; 1 ମା. 1 ବ.) — ଅବାଙ୍ମୁଖ; ପୋତାମୁହାଁ; ଲଜ୍ଜାରେ ନତମସ୍ତକ; ଲଜ୍ଜା ଯୋଗୁଁ ଯେ ତଳକୁ ଚାହିଁରହେ — Looking downwards; with the head drooping; crestfallen
- ସଂ. ବିଣ. (ବହୁବ୍ରୀହି; ଅବାକ୍=ତଳକୁ+ଶିରସ=ମୁଣ୍ଡ, —ଅବାକ୍ ଶିରସ୍; 1 ମା. 1 ବ.) — ଦକ୍ଷିଣଆଡ଼କୁ ମୁଣ୍ଡ ବୁଲାଇ ଥିବା — With head turned southwards