ଅବାକ୍ଶାଖ Abākṡākha

  • ସଂ. ବିଣ. (ବହୁବ୍ରୀହି; ଅବାକ୍=ତଳକୁ+ଶାଖା) — ଯାହାର ଡାଳ ତଳକୁ ଓହଳି ଥାଏ — With drooping boughs
  • ସଂ. ବି. — ଅଶ୍ୱତ୍ଥ ଗଛ — The sacred fig tree