ଅବସ୍ୟନ୍ଦନ Abasyandana

  • ସଂ. ବି (ଅବ+ସ୍ୟନ୍ଦ ଧାତୁ=କ୍ଷରିତ ହେବା+ଭାବ. ଅନ) — କ୍ଷରଣ; ତରଳ ପଦାର୍ଥ ଛିଦ୍ର ଆଦି ଦେଇ ଝରିବା — Oozing; trickling down; leaking
  • ସଂ. ବି (ଅବ+ସ୍ୟନ୍ଦ ଧାତୁ=କ୍ଷରିତ ହେବା+ଭାବ. ଅନ) — ହିଂସା; ହିଂସନ — Envying