ଅବସ୍ଥିତ Abasthita

  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — ଯେ ଅବସ୍ଥାନ କରିଅଛି; କୃତାବସ୍ଥାନ; ରହିଥିବା — Stayed; remained
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — ସ୍ଥିର; ଅବଚଳିତ — Steady; firm
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — ବାସ କରୁଥିବା — Residing at
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — ରହୁଥିବା — Staying; remaining
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — ଅନ୍ୟକୁ ଆଶ୍ରୟ କରିଥିବା — Following
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — କର୍ଯ୍ୟରେ ବ୍ୟାପୃତ; ନିବିଷ୍ଟ — Engaged in
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — (+କର୍ମ. ତ)—ପ୍ରତିଷ୍ଠିତ; ସ୍ଥିତ — Situated
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — ସ୍ଥାପିତ — Placed
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — ପ୍ରତିଜ୍ଞା କରା ଯାଇଥିବା — Resolved
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — ସ୍ଥିରୀକୃତ — Settled; fixed
  • ସଂ. ବିଣ. (ଅବ+ସ୍ଥା ଧାତୁ+କର୍ତ୍ତୃ. ତ) — ନିଯୁକ୍ତ — Employed