ଅବସ୍ଥିତି Abasthiti
- ସଂ. ବି (ଅବ+ସ୍ଥା ଧାତୁ+ଭାବ. ତି) — ରହିବା; ଅବସ୍ଥାନ — Staying
- ସଂ. ବି (ଅବ+ସ୍ଥା ଧାତୁ+ଭାବ. ତି) — — 2 । ଧର୍ମାଦି ମାର୍ଗରେ ଚଳିବା — 2 ଧର୍ମାଦି ମାର୍ଗରେ ଚଳିବା— 2. Following or practising religious tenets
- ସଂ. ବି (ଅବ+ସ୍ଥା ଧାତୁ+ଭାବ. ତି) — ବାସ — Residing
- ସଂ. ବି (ଅବ+ସ୍ଥା ଧାତୁ+ଭାବ. ତି) — ଆବାସ — Residence; abode
- ସଂ. ବି (ଅବ+ସ୍ଥା ଧାତୁ+ଭାବ. ତି) — (ଜଡ଼ବିଜ୍ଞାନ) କୌଣସି ପଦାର୍ଥ କୌଣସି ସ୍ଥାନରେ ଅଧିକାର କରି ରହିବା — (Physics) The occupying of a place by any thing; position of a thing