ଅବସ୍ଥିତଚିତ୍ତ Abasthitachitta

  • ସଂ. ବିଣ. ପୁଂ (ବହୁବ୍ରୀହି; ଅବସ୍ଥିତ=ସ୍ଥିରୀଭୂତ+ଚିତ୍ତ, ଯାହାର) — ସ୍ଥିରଚିତ୍ତ; ସ୍ଥିରମତି — Of stable character
  • ସଂ. ବିଣ. ପୁଂ (ବହୁବ୍ରୀହି; ଅବସ୍ଥିତ=ସ୍ଥିରୀଭୂତ+ଚିତ୍ତ, ଯାହାର) — ପ୍ରଶାନ୍ତଚେତା — Calm