ଅବସ୍ଥାୟୀ Abasthāyī

  • ସଂ. ବିଣ. ପୁଂ (ଅବ+ସ୍ଥା ଧାତୁ+ଇନ୍. 1 ମା. 1 ବ.) — ଯେ ଅବସ୍ଥାନ କରେ ବା ରହେ — Staying
  • ସଂ. ବିଣ. ପୁଂ (ଅବ+ସ୍ଥା ଧାତୁ+ଇନ୍. 1 ମା. 1 ବ.) — ଚିରସ୍ଥାୟୀ — Permanent
  • ସଂ. ବିଣ. ପୁଂ (ଅବ+ସ୍ଥା ଧାତୁ+ଇନ୍. 1 ମା. 1 ବ.) — ବାସକାରୀ — Residing; dwelling