ଅବସ୍ଥାନ Abasthāna
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — ସ୍ଥିତି — Position; situation
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — ସ୍ଥିତ ହେବା; ରହିବା — Staying
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — ହେବା — Being
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — ବାସ କରିବା — Residing; abiding in
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — (+ଅଧିକରଣ. ଅନ)—ଘର; ବାସସ୍ଥାନ — Habitation; house; residence; quarters
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — ସ୍ଥାନ — Place
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — ଗତି ଅଟକିବା ସ୍ଥାନ — Station; halting place
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — ଅବସ୍ଥା — Condition
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — ନିର୍ଦ୍ଦିଷ୍ଟ ସ୍ଥାନରେ ରହିବା — Staying at a certain place
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — କୌଣସି ସ୍ଥାନରେ ରହିବାର କାଳ — Period of staying at a place
- ସଂ. ବି. (ଅବ+ସ୍ଥା ଧାତୁ+ଭାବ. ଅନ) — (ଜ୍ୟୋତିଷ) ପୃଥବୀ ପୃଷ୍ଠରେ ଅନୁମିତ ହେବା ସୂର୍ଯ୍ୟଙ୍କର ଗତିପଥର ତିନି ଗୋଟି ବିଭିନ୍ନ ଅବସ୍ଥା (ଯଥା; ଉତ୍ତର— ଅବସ୍ଥାନ ବା ଐରାବତ; ମଧ୍ୟମ ଅବସ୍ଥାନ ବା ଜାରଦ୍ଗବ; ଦକ୍ଷିଣ ଅବସ୍ଥାନ ବା ବୈଶ୍ୱାନର।) — (astronomy) The different methods or position of the sun's orbit during the year