ଅବସ୍ଥାତ୍ରୟ Abasthātraya

  • ସଂ. ବି. ( 6 ଷ୍ଠୀ ତତ୍; ଅବସ୍ଥା+ତ୍ରୟ) — ପଦାର୍ଥର ତିନି ଗୋଟି ଅବସ୍ଥା— (ଯଥା—ଘନ, ତରଳ ଓ ବାୟବୀୟ) — The three states of natural things
  • ସଂ. ବି. ( 6 ଷ୍ଠୀ ତତ୍; ଅବସ୍ଥା+ତ୍ରୟ) — ପ୍ରାଣୀର ଜୀବିତ ଥିବା ସମୟରେ ଘଟିବା ତିନିଗୋଟି ଅବସ୍ଥା—(ଯଥା—ଜାଗରଣ, ସ୍ୱପ୍ନ ଓ ସୁଷୁପ୍ତି) — The three states of living beings
  • ସଂ. ବି. ( 6 ଷ୍ଠୀ ତତ୍; ଅବସ୍ଥା+ତ୍ରୟ) — ଜୀବିତ କାଳରେ ତିନିଟି ଶ୍ରେଣୀବିଭାଗ— (ଯଥା—କୌମାର, ଯୌବନ ଓ ଜରା) — The three periods of life