ଅବସ୍ଥା ଦଶକ Abasthā daṣaka

  • ସଂ. ବି. ( 6 ଷ୍ଠୀ ତତ୍; ଅବସ୍ଥା+ଦଶକ) — ଜନ୍ମଠାରୁ ମୃତୁ ପର୍ଯ୍ୟନ୍ତ ଦଶଗୋଟି ଅବସ୍ଥା
  • ସଂ. ବି. ( 6 ଷ୍ଠୀ ତତ୍; ଅବସ୍ଥା+ଦଶକ) — (ଯଥା— 1 . ଶୈଶବ, 2 . ବାଲ୍ୟ, 3 . କୌମାର, 4 . କୈଶୋର, 5 . ଯୌବନ, 6 . ପ୍ରୌଢ଼ାବସ୍ଥା, 7 . ବାର୍ଦ୍ଧକ୍ୟ, 8 . ବର୍ଷୀୟାନ୍ ଅବସ୍ଥା, 9 . ମୁମୂର୍ଷୁ ଅବସ୍ଥା ଓ 10 . ମୃତ୍ୟୁ।) — (ଯଥା—1. ଶୈଶବ,2. ବାଲ୍ୟ,3. କୌମାର,4. କୈଶୋର,5. ଯୌବନ,6. ପ୍ରୌଢ଼ାବସ୍ଥା,7. ବାର୍ଦ୍ଧକ୍ୟ,8. ବର୍ଷୀୟାନ୍ ଅବସ୍ଥା,9. ମୁମୂର୍ଷୁ ଅବସ୍ଥା ଓ10. ମୃତ୍ୟୁ)1. The ten stages of a man's life
  • ସଂ. ବି. ( 6 ଷ୍ଠୀ ତତ୍; ଅବସ୍ଥା+ଦଶକ) — ଅନଙ୍ଗଦଶା; କାମଶାସ୍ତ୍ରାନୁସାରେ ପରସ୍ପର ସଙ୍ଗପ୍ରାପ୍ତ ନ ହେବା ପ୍ରେମିକ ପ୍ରେମିକାଙ୍କ ଦ୍ୱାରା ଅନୁଭୂତ 10 ଗୋଟି ଅବସ୍ଥା—(ଯଥା—ଦୃଷ୍ଟି, ମନ, ସଙ୍ଗସଂକଳ୍ପ, ଜାଗରଣ, କୃଶତା, ଅରତି, ହ୍ରୀତ୍ୟାଗ, ଉନ୍ମାଦ, ମୂର୍ଚ୍ଛା ଓ ମୃତ୍ୟୁ) — ଅନଙ୍ଗଦଶା; କାମଶାସ୍ତ୍ରାନୁସାରେ ପରସ୍ପର ସଙ୍ଗପ୍ରାପ୍ତ ନ ହେବା ପ୍ରେମିକ ପ୍ରେମିକାଙ୍କ ଦ୍ୱାରା ଅନୁଭୂତ10ଗୋଟି ଅବସ୍ଥା—(ଯଥା—ଦୃଷ୍ଟି, ମନ, ସଙ୍ଗସଂକଳ୍ପ, ଜାଗରଣ, କୃଶତା, ଅରତି, ହ୍ରୀତ୍ୟାଗ, ଉନ୍ମାଦ, ମୂର୍ଚ୍ଛା ଓ ମୃତ୍ୟୁ)— . The ten states of unsatiated lovers