ଅବସ୍ତା Abastā
- ଗ୍ରା. ବି (ସଂ. ଅବସ୍ଥା) — ଅବସ୍ଥା (ଦେଖ) — Abasthā (See)
- ଗ୍ରା. ବି (ସଂ. ଅବସ୍ଥା) — ଦୂରବସ୍ଥା; ମନ୍ଦ ଅବସ୍ଥା — Bad condition
- ଗ୍ରା. ବି (ସଂ. ଅବସ୍ଥା) — ଦୁର୍ଦ୍ଦଶା — Misfortune; evil
- ଗ୍ରା. ବି (ସଂ. ଅବସ୍ଥା) — କ୍ଷୀଣଦେହତା — Leanness
- ଗ୍ରା. ବି (ସଂ. ଅବସ୍ଥା) — ସାଂସାରିକ ଅବସ୍ଥା — Worldly condition
- ଗ୍ରା. ବି (ସଂ. ଅବସ୍ଥା) — ଦୁର୍ବଳତା — Weakness
- ଗ୍ରା. ବି (ସଂ. ଅବସ୍ଥା) — ବୈଷୟିକ ଅବସ୍ଥା — Material condition
- ଗ୍ରା. ବି (ସଂ. ଅବସ୍ଥା) — କ୍ଳେଶ; ଦୁଃଖଭୋଗ — Misery; suffering
- ଗ୍ରା. ବି (ସଂ. ଅବସ୍ଥା) — ଦୈହିକ ଅବସ୍ଥା — Bodily condition
- ଗ୍ରା. ବି (ସଂ. ଅବସ୍ଥା) — ଚେହେରା — Appearance
- ଗ୍ରା. ବି (ସଂ. ଅବସ୍ଥା) — ଅତି ଦୈନ୍ୟାବସ୍ଥା — Utter poverty
- ଗ୍ରା. ବିଣ — କ୍ଷୀଣ — Weak; emaciated