ଅବଶ୍ୟକରଣୀୟ Abaṡya karaṇīya

  • ସଂ. ବିଣ. (ସୁପ୍ସୁପ; ଅବଶ୍ୟଂ+କରଣୀୟ) — ଯାହା ନିଶ୍ଚେ କରିବାକୁ ହେବ — That which must needs be done; indispensable