ଅବରୋହ Abaroha
- ସଂ. ବି. (ଅବ=ବିପରୀତ+ରୁହ ଧାତୁ=ଉପରକୁ ଚଢ଼ିବା +ଭାବ. ଅ) — ଅବତରଣ; ଓହ୍ଲାଇବା — Alighting; descent
- ସଂ. ବି. (ଅବ=ବିପରୀତ+ରୁହ ଧାତୁ=ଉପରକୁ ଚଢ଼ିବା +ଭାବ. ଅ) — ପ୍ରାଦୁର୍ଭାବ — Prevalence
- ସଂ. ବି. (ଅବ=ବିପରୀତ+ରୁହ ଧାତୁ=ଉପରକୁ ଚଢ଼ିବା +ଭାବ. ଅ) — ଉତ୍ପତ୍ତି — Birth
- ସଂ. ବି. (ଅବ=ବିପରୀତ+ରୁହ ଧାତୁ=ଉପରକୁ ଚଢ଼ିବା +ଭାବ. ଅ) — (+କର୍ତ୍ତୃ. ଅ; ଯାହା ତଳକୁ ଓହ୍ଲାଏ)— ବର ଆଦି ଗଛର ଓହଳ — Aerial roots of banyan and other trees
- ସଂ. ବି. (ଅବ=ବିପରୀତ+ରୁହ ଧାତୁ=ଉପରକୁ ଚଢ଼ିବା +ଭାବ. ଅ) — ଗୁଳୁଚି ଆଦି ଲତା; ଯେଉଁ ଲତାମାନ ଉପର ଆଡ଼ ତଳକୁ ଲଟାଏ — Creepers which climb downwards
- ସଂ. ବି. (ଅବ=ବିପରୀତ+ରୁହ ଧାତୁ=ଉପରକୁ ଚଢ଼ିବା +ଭାବ. ଅ) — (+ଅପାଦାନେ. ଅ;) ପୂଣ୍ୟଭୋଗାବସାନରେ ମନୁଷ୍ୟ- ମାନେ ଯେଉଁ ସ୍ଥାନରୁ ତଳକୁ ଓହ୍ଲାଇ ଆସନ୍ତି); ସ୍ୱର୍ଗ; — Heaven
- ସଂ. ବି. (ଅବ=ବିପରୀତ+ରୁହ ଧାତୁ=ଉପରକୁ ଚଢ଼ିବା +ଭାବ. ଅ) — (+କର୍ମ. ତ); ଯେଉଁ ପ୍ରଣାଳୀଦ୍ୱାରା କାରଣରୁ କାର୍ଯ୍ୟକୁ ବା ନିଦାନରୁ ଫଳକୁ ଅବତରଣ କରାଯାଏ)— (ନ୍ୟାୟଦର୍ଶନ) ଯେଉଁ ଯୁକ୍ତିର ପନ୍ଥା ବା ପ୍ରଣାଳୀଦ୍ୱାରା କାରଣରୁ କାର୍ଯ୍ୟ ବା ନିଦାନରୁ ଫଳ ସ୍ଥିର କରାଯାଏ — (Logic) A priori argument or inference from cause to effect