ଅବରୋହଶାଖୀ Abarohaṡākhī

  • ସଂ. ବି. (ଅବରୋହ=ତଳ ଆଡ଼କୁ ଓହ୍ଲାଇବା+ ଶାଖା+ଇନ୍. 1 ମା. 1 ବ.) — ବଟବୃକ୍ଷ — Banyan tree