ଅବରୋଧିକା Abarodhikā

  • ସଂ. ବିଣ. ସ୍ତ୍ରୀ (ଅବରୋଧକ+ସ୍ତ୍ରୀ. ଅ) — ଅବରୋଧକର ସ୍ତ୍ରୀଲିଙ୍ଗ — Feminine of Abarodhakā
  • ସଂ. ବି. ସ୍ତ୍ରୀ—(ଅବରୋଧକ+ସ୍ତ୍ରୀ. ଅ) — ଅନ୍ତଃପୁରରକ୍ଷିକା ସ୍ତ୍ରୀ — A female in charge of the harem