ଅବନ୍ଧନ Abandhana

  • ସଂ. ବି. (ଅ+ବନ୍ଧନ) — ବନ୍ଧନର ଅଭାବ; ମୁକ୍ତାବସ୍ଥା — Freedom form bonds
  • ଦେ. ବିଣ. — ଅବଦ୍ଧ; ଯାହା ବନ୍ଧା ହୋଇ ନାହିଁ; ମୁକୁଳା — Untied; loosened
  • ଦେ. ବିଣ. — ସେହି ଦିନୁ ଦ୍ରୌପଦୀଙ୍କ କେଶ ଅବନ୍ଧନ—ସାରଳା ମହାଭାରତ, ବିରାଟ।