ଅବନାବନ୍ଧ ଶୃଙ୍ଖଳା Abanābandha ṡṛuṅkhaḻā

  • ସଂ. ବି — ଅବନା ଅକ୍ଷରରେ ରଚିତ କାବ୍ୟାଳଙ୍କାର ବିଶେଷ — A composition with single letters and without any diphthong or triphthong
  • ସଂ. ବି — ହରଷ ରସର ସର ଜଳଜ ନୟନ ନୟନ ନ ପର ପରନର ବଳଘନ। ପ୍ରେମମଞ୍ଜରୀ. 14 । 44 । — ହରଷ ରସର ସର ଜଳଜ ନୟନ ନୟନ ନ ପର ପରନର ବଳଘନ ପ୍ରେମମଞ୍ଜରୀ.1444