ଅବନାବନିବା Abanābanibā
- ଦେ. କ୍ରି — (ଶରୀରଭେଦ ଭଜନ) ଯୋଗସାଧନ ବା ପ୍ରାଣାୟାମଦ୍ୱାରା କୂଟସ୍ଥ ଚୈତନ୍ୟଙ୍କ ସାକ୍ଷାତ୍କାର ଲାଭ କରିବା — To devote one's self to the practice of J̄oga
- ଦେ. କ୍ରି — ବାଇମନ ହୋ। ତୁ ତ ଅବନାବନ, ଅବନା ବନିଲେ ଅମପା ମାପିଲେ ଅଜପାରେ ଜପ ହୋଇବ ଧନ। ଶରୀରଭେଦଭଜନ।
- ଦେ. କ୍ରି — ଅକଥ୍ୟ ବା ଅଶ୍ଳୀଳ ଭାଷାରେ ଗାଳି ଦେବା — To call another indecent names